ନିଷ୍କୋଷ
ଦେଖଣା
ନିଷ୍କୋଷ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନିର୍= ବାହାରକୁ+ କୁଶ୍ ଧାତୁ= ବାହାର କରିବା + ଭାବ. ଅ)
[ସମ୍ପାଦନା]- ୧. ବହିଷ୍କରଣ — ୧. Expelling; drawing forth.
- ୨. ବହିର୍ନିଃସାରଣ —୨. Pulling out.
- ୩. କୋଷମୁକ୍ତକରଣ —୩. Unsheathing.
ସଂସ୍କୃତ - ବିଶେଷଣ - (ନିର୍+ କୁଶ୍ ଧାତୁ= ବାହାରକରିବା+ କର୍ମ. ଅ)
[ସମ୍ପାଦନା]- ୧. ବହିଷ୍କୃତ —୧. Driven out; expelled.
- ୨. ନିଷ୍କାଶିତ — ୨. Drawn or pulled out from the sheath.