Jump to content

ନିଷ୍କ୍ରମ

ଉଇକିଅଭିଧାନ‌ରୁ

ନିଷ୍କ୍ରମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନିର୍+ କ୍ରମ୍ ଧାତୁ= ଗମନକରିବା+ ଭାବ. ଅ)

[ସମ୍ପାଦନା]
୧. ବୁଦ୍ଧିବୃତ୍ତି; ଧୀଶକ୍ତି —୧. Intelligence.
୨. ନିଷ୍କ୍ରମଣ (ଦେଖ) - —୨. Nishkramaṇa (See)
୩. ନୀଚତା —୩. Lowness; inferiority.