Jump to content

ନିଷ୍କ୍ରମଣ

ଉଇକିଅଭିଧାନ‌ରୁ

ନିଷ୍କ୍ରମଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନିର୍=ବାହାରକୁ+ କ୍ରମ ଧାତୁ= ଗମନ କରିବା+ ଭାବ. ଅନ)

[ସମ୍ପାଦନା]
୧. ବହିର୍ଗମନ — ୧. Coming out; going out.
୨. ପ୍ରସ୍ଥାନ —୨. Departure.
୩. ଶିଶୁର ଜନ୍ମହେବାର ୪ର୍ଥ ମାସର କର୍ତ୍ତବ୍ୟ—ଶିଶୁର ସୂତିକାଗୃହରୁ ବାହାରକୁ ଆସିବା ଉପଲକ୍ଷେ କରାଯିବା—
ସଂସ୍କାରବିଶେଷ —୩. A ceremony performed on the ୪th month of a child's birth on the occasion of its being taken out of the lying-in room.
୪. ନିର୍ଗମ; ବହିର୍ଗମନ ଦ୍ୱାର —୪. Outlet; exit.