Jump to content

ନିଷ୍କ୍ରାନ୍ତ

ଉଇକିଅଭିଧାନ‌ରୁ

ନିଷ୍କ୍ରାନ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -(ନିର୍+ କ୍ରମ୍ ଧାତୁ+ କର୍ତ୍ତୃ. ତ)

[ସମ୍ପାଦନା]
୧. ନିର୍ଗତ — ୧. Gone out; come out.
୨. ପ୍ରସ୍ଥିତ —୨. Departed.
୩. (କ୍ରମ୍ ଧାତୁ ଣିଚ୍+ କର୍ମ. ତ)—ବହିଷ୍କୃତ; ବିତାଡ଼ିତ; ନିଃସାରିତ —୩. Expelled; driven out; removed.