ନିଷ୍କ୍ରିୟ
ଦେଖଣା
ନିଷ୍କ୍ରିୟ
ଉଚ୍ଚାରଣ
[ସମ୍ପାଦନା](ନିଷ୍କ୍ରିୟା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ—(ବହୁବ୍ରୀହି; ନିର୍= ନାହିଁ+ କ୍ରିୟା=କାର୍ଯ୍ୟ)
[ସମ୍ପାଦନା]- ୧. କ୍ରିୟାହୀନ; କର୍ମରହିତ — ୧. Without any work or action.
- ୨. ନିଷ୍କାର୍ମା; ନିକମା —୨. Inactive; useless.
- ୩. ଅଳସୁଆ; ଡ଼ —୩. Idle; indolent.
- ୪. ନିରର୍ଥକ —୪. Useless.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ପରଂବ୍ରହ୍ମ; ଈଶ୍ୱର —God.