Jump to content

ନିଷ୍ଟ୍

ଉଇକିଅଭିଧାନ‌ରୁ

ନିଷ୍ଟ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ନିଷ୍ଟି—ଅନ୍ୟରୂପ)

ଗ୍ରାମ୍ୟ - ବିଶେଷ୍ୟ -(ଇଂରାଜୀ - ଲିଷ୍ଟ୍)

[ସମ୍ପାଦନା]
୧. ନିର୍ଦ୍ଧାରିତ ଦୃଢ଼ ନିୟମ — ୧. Fixed rule.
୨. ନିୟମାଧୀନତା — ୨. Regularity.
୩. ତାଲିକା —୩. A list or schedule.
୪. ନିର୍ଦ୍ଧାରିତ ସମୟ —୪. Fixed time.
୫. (କଚିରିଆ) ଶୁଣାଣି ତାରିଖରେ ଅଦାଲତ ଯେଉଁ ଯେଉଁ ମକଦମାମାନ ଶୁଣିବେ ତହିଁର ତାଲିକା — ୫. Daily cause list of cases to be heard by a court.