ନିଷ୍ଠ
ଦେଖଣା
ନିଷ୍ଠ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ନି= ନିଶ୍ଚୟରୂପେ+ ସ୍ଥା ଧାତୁ+ କର୍ତ୍ତୃ. ଅ)
[ସମ୍ପାଦନା]- ୧. ସ୍ଥିତ —୧. Established; fixed.
- ୨. ଅବସ୍ଥାପିତ —୨. Situated; placed.
- ୩. ବିଶ୍ୱସ୍ତ —୩. Trusted; trusty.
- ୪. ଆସକ୍ତ; ପରାୟଣ; ଅଭିନିବିଷ୍ଟ; ନିଷ୍ଠାବାନ୍ — ୪. Devoted to; bent on; attached to.
- ୫. ତତ୍ପର —୫. Prompt; diligent; sedulous.
- ୬. ଧାର୍ମିକ —୬. Religious.
- ୭. ନ୍ୟାୟପରାୟଣ —୭. Upright.
- ୮. ମଗ୍ନ —୮. Sunk; immersed.
[ଦ୍ରଷ୍ଟବ୍ୟ —ଏହି ଶବ୍ଦ ସମାସରେ ଅନ୍ୟ ଶବ୍ଦ ପରେ ଯୁକ୍ତ ହୋଇ ବ୍ୟବହୃତ ହୁଏ ନ୍ୟାୟ, କର୍ମ, ଧର୍ମ ଆଦି ଶବ୍ଦ ପରେ ତତ୍ତତ୍ ବିଷୟ ପ୍ରତି ନିଷ୍ଠାବାନ୍ ବା ଶ୍ରଦ୍ଧାବାନ୍ ଏହି ଅର୍ଥରେ ପୁଂଲିଙ୍ଗରେ ଏହି ଶବ୍ଦମାନଙ୍କ ସଙ୍ଗେ ଯୁକ୍ତ ହୁଏ ଯଥା—କର୍ମନିଷ୍ଠ, ନ୍ୟାୟନିଷ୍ଠ, ଧର୍ମନିଷ୍ଠ, ଆଚାରନିଷ୍ଠ, ସ୍ୱାମିନିଷ୍ଟ, କର୍ତ୍ତବ୍ୟନିଷ୍ଠ]