Jump to content

ନିଷ୍ଠାନ

ଉଇକିଅଭିଧାନ‌ରୁ

ନିଷ୍ଠାନ

ଉଚ୍ଚାରଣ

[ସମ୍ପାଦନା]

(ନିଷ୍ଠାନକ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -(ନି+ ସ୍ଥା ଧାତୁ+ ଅଧି. ଅନ)

[ସମ୍ପାଦନା]
୧. ବ୍ୟଞ୍ଜନର ଉପକରଣ; ତିଅଣର ମସଲା — ୧. Condiments.
୨. ଚଟୁଣୀ —୨. Sauce; pickle.
୩. ବ୍ୟଞ୍ଜନ; ତରକାରୀ; ତିଅଣ —୩. Curry.
୪. (ନି+ ସ୍ଥା ଧାତୁ+ ଭାବ. ଅନ)—ମୃତ୍ୟୁ — ୪. Death; dissolution.