ନିଷ୍ଠାପର
ଦେଖଣା
ନିଷ୍ଠାପର
ଉଚ୍ଚାରଣ
[ସମ୍ପାଦନା](ନିଷ୍ଠାପରା—ସ୍ତ୍ରୀ; ନିଷ୍ଠାପରତା—ବି)
ସଂସ୍କୃତ - ବିଶେଷଣ - ପୁଂ—(ବହୁବ୍ରୀହି; ନିଷ୍ଠା+ ପର)
[ସମ୍ପାଦନା]- ୧. ଐକାନ୍ତିକ —୧. Firmly devoted to a pursuit.
- ୨. ଖାଁଟି ଧାର୍ମିକ —୨. Orthodox; rigid.
- ୩. ଯେ ସମସ୍ତ ଧର୍ମବିଧି ପାଳନ କରେ —୩. Scrupulous in observing religious forms and practices; fulfilling all religious duties.