ନିଷ୍ଠୀବ
ଦେଖଣା
ନିଷ୍ଠୀବ
ଉଚ୍ଚାରଣ
[ସମ୍ପାଦନା](ନିଷ୍ଠୀବନ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ନି+ ଷ୍ଠୀବ୍ ଧାତୁ= ଛେପ ପକାଇବା+ କର୍ମ. ଅ)
[ସମ୍ପାଦନା]- ୧. (+ କର୍ମ. ଅ) ଛେପ; ପାଟିର ନାଳ ଆଦି; ଖଙ୍କାର; ମୁଖ କଣ୍ଠ ନିର୍ଗତ ଶ୍ଲେଷାଦି; ଥୁକ — ୧. Spitted phlegm; spit; saliva.
- ୨. (+ ଭାବ. ଅ) ଛେପ; ପକାଇବା; ଥୁକିବା — ୨. Act of spitting.
- ୩. ଉଦ୍ଗୀରଣ; ବମନ —୩. Vomiting.
- ୪. (+ କରଣ. ଅ) ଯେଉଁ ଔଷଧଦ୍ୱାରା ପାଟିରୁ ଖୁବ୍ ଛେପ ଓ ଖଙ୍କାର ବାହାରେ (ହିନ୍ଦୀ - ଶବ୍ଦସାଗର) — ୪. Expectorative medicine.