ନିଷ୍ଠୁର
ଦେଖଣା
ନିଷ୍ଠୁର
ଉଚ୍ଚାରଣ
[ସମ୍ପାଦନା](ନିଷ୍ଠୁରା—ସ୍ତ୍ରୀ)
(ନିଷ୍ଠୁରତା, ନିଷ୍ଠୁରତ୍ୱ, ନୈଷ୍ଠର୍ଯ୍ୟ—ବି)
ସଂସ୍କୃତ - ବିଶେଷଣ - (ନି+ସ୍ଥା ଧାତୁ+ କର୍ତ୍ତୃ. ଉର)
[ସମ୍ପାଦନା]- ୧. କ୍ରୂର —୧. Cruel.
- ୨. ନୃଶଂସ —୨. Inhuman.
- ୩. ନିର୍ଦ୍ଦୟ; ନିଦାରୁଣ — ୩. Unfeeling; merciless; hard hearted; ruthless.
- ୪. କଠିନ; ପରୁଷ; କର୍କଶ —୩. Harsh; hard.
- ୫. କଠୋର —୫. Rough; serve; coarse.
- ୬. ହୃଦୟବିଦାରକ —୬. Heart-rending.
- ୭. ବର୍ବର —୭. Barbarous; rude.
ସଂସ୍କୃତ - ବିଶେଷ୍ୟ - (ନି+ ସ୍ଥା ଧାତୁ+ ଭାବ. ଉର)
[ସମ୍ପାଦନା]- ୧. କଠୋର ବଚନ —୧. Harsh words; heart-rending or cruel words.
ଜୀବନ ହରିଲୁ ଆମ୍ଭର ଏବେ ତ କହିଲୁ ନିଷ୍ଠୁର ଜଗନ୍ନାଥ, ଭାଗବତ
- ୨. ଅଶ୍ଳୀଳ ବାକ୍ୟ — ୨. Indecent words; obscene language.