ନିଷ୍ଠ୍ୟୁତ
ଦେଖଣା
ନିଷ୍ଠ୍ୟୁତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନି+ ଷ୍ଠୀବ୍ ଧାତୁ= ଛେପ ପକାଇବା+ କର୍ମ. ତ)
[ସମ୍ପାଦନା]- ୧. ପ୍ରେରିତ —୧. Sent.
- ୨. ନିକ୍ଷିପ୍ତ —୨. Cast out.
- ୩. ଉଦ୍ଗୀର୍ଣ୍ଣ —୩. Vomitted.
- ୪. ଛେପ ପକା ଯାଇଥିବା; ପାଟିରୁ କଢ଼ା ଯାଇଥିବା; ପାଟି କଢ଼ା —୪. Spit out.
ସଂସ୍କୃତ - ବିଶେଷ୍ୟ - (ନି+ ଷ୍ଠୀବ୍ ଧାତୁ+ ଭାବ. ତ)
[ସମ୍ପାଦନା]ଛେପ ପକାଇବା — Act of spitting out.