ନିଷ୍ଣ
ଦେଖଣା
ନିଷ୍ଣ
ଉଚ୍ଚାରଣ
[ସମ୍ପାଦନା](ନିଷ୍ଣା—ସ୍ତ୍ରୀ)
(ନିଷ୍ଣତା—ବି)
ସଂସ୍କୃତ - ବିଶେଷଣ - ପୁଂ. (ନି+ ସ୍ନା ଧାତୁ= ସ୍ନାନ କରିବା+ କର୍ତ୍ତୃ. ଅ)
[ସମ୍ପାଦନା]- ୧. ନିପୁଣ; କୁଶଳ; ପଟୁ — ୧. Expert; clever; skilful.
- ୨. ବିଜ୍ଞ; ବିଚକ୍ଷଣ —୨. Learned; wise.
- ୩. ପାରଙ୍ଗମ; ପ୍ରବୀଣ —୩. Experienced; deeply versed in; conversant with.
- ୪. ପ୍ରଧାନ —୪. Eminent.