Jump to content

ନିଷ୍ପଙ୍କ

ଉଇକିଅଭିଧାନ‌ରୁ

ନିଷ୍ପଙ୍କ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍=ନାହିଁ+ ପଙ୍କ)

[ସମ୍ପାଦନା]
୧. ପଙ୍କରହିତ —୧. Free from filth or mud.
୨. ବିମଳ; ନିର୍ମଳ —୨. Clean.
୩. ପବିତ୍ର —୩. Pure.