ନିଷ୍ପତ୍ତି
ଦେଖଣା
ନିଷ୍ପତ୍ତି
ଉଚ୍ଚାରଣ
[ସମ୍ପାଦନା](ନିଷ୍ପନ୍ନ—ବିଣ)
ସଂସ୍କୃତ - ବିଶେଷ୍ୟ - (ନିର୍+ ପଦ୍ ଧାତୁ= ଗମନ କରିବା+ ଭାବ. ତି)
[ସମ୍ପାଦନା]- ୧. ସମାପ୍ତି —୧. Complection; accomplishment.
- ୨. ସିଦ୍ଧି —୨. Success.
- ୩. ସିଦ୍ଧାନ୍ତ; ମୀମାଂସା; ଫଏସଲା — ୩. Final adjudication; settlement; decision; decree; award.
- ୪. ଅବଧାରଣ; ନିଶ୍ଚୟ — ୪. Ascertainment; determination.
- ୫. ନିର୍ବାହ — ୫. Finishing; carrying on; management.
- ୬. ଉତ୍ପତ୍ତି —୬. Birth.
- ୭. ଆଦେଶ — ୭. Injunction; precept; ordinance; order.
- ୮. ପୂରଣ —୮. Filling up.
- ୯. ନିର୍ଗଳନ; ନିର୍ଗମନ — ୯. Going out; issuing forth.
- ୧. ପୁରସ୍କାର —୧୦. Reward.
- ୧୧. ଅନୁପାତ —୧୧. Ratio.
- ୧୨. ଚୁକ୍ତି —୧୨. Agreement; contract.