ନିଷ୍ପନ୍ନ
ଦେଖଣା
ନିଷ୍ପନ୍ନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ନିର୍+ ପଦ୍ ଧାତୁ= ଯିବା+ କର୍ମ. ତ)
[ସମ୍ପାଦନା]- ୧. ସମ୍ପାଦିତ; ସମ୍ପନ୍ନ ସିଦ୍ଧ — ୧. Accomplished; brought about; effected.
- ୨. ସମାପ୍ତ —୨. Finished; ended.
- ୩. ସମ୍ପୂର୍ଣ୍ଣ —୩. Completed.
- ୪. ନିବୃତ୍ତ —୪. Concluded.
- ୫. ଅବଧାରିତ; ନିଶ୍ଚିତ — ୫. Ascertained.
- ୬. ପୁରସ୍କୃତ —୬. Rewarded.
- ୭. ମୀମାଂସିତ — ୭. Decided; settled; awarded; adjudicated.
- ୮. ଆଦିଷ୍ଟ —୮. Ordered; decreed.
- ୯. ଉତ୍ପନ୍ନ —୯. Produced; derived.
- ୧. ଅଚଳ —୧୦. Motionless.
- ୧୧. ରଚିତ —୧୧. Formed; composed.