Jump to content

ନିଷ୍ପରାକ୍ରମ

ଉଇକିଅଭିଧାନ‌ରୁ

ନିଷ୍ପରାକ୍ରମ

ଉଚ୍ଚାରଣ

[ସମ୍ପାଦନା]

(ନିଷ୍ପରାକ୍ରମତା—ବି)

(ନିଷ୍ପରାକ୍ରମା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ନିର୍+ ପରାକ୍ରମ)

[ସମ୍ପାଦନା]
୧. ପରାକ୍ରମହୀନ; ଦୁର୍ବଳ — ୧. Weak; feeble.
୨. ଅକ୍ଷମ —୨. Unfit.
୩. କୃଶ —୩. Lean.