ନିଷ୍ପରିଗ୍ରହ
ଦେଖଣା
ନିଷ୍ପରିଗ୍ରହ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ପୁଂ. (ବହୁବ୍ରୀହି; ନିର୍= ନାହିଁ+ ପରିଗ୍ରହ= ଅଧୀନବ୍ୟକ୍ତି; ସ୍ତ୍ରୀ)
[ସମ୍ପାଦନା]- ୧. ପରିବ୍ରାଜକ — ୧. A wandering mendiant.
- ୨. ପରମହଂସ —୨. An ascetic.
- ୩. ବାନପ୍ରସ୍ଥ — ୩. Hermit; a householder who has retired from the world.
- ୪. ଯତି; ମୁନି —୪. Sage.
- ୫. ସନ୍ନ୍ୟାସୀ — ୫. One who has renounced the world.
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ପତ୍ନୀଶୂନ୍ୟ; ନଷ୍ଟପତ୍ନୀକ — ୧. Windower.
- ୨. ଅବିବାହିତ; ଅକୃତଦାର — ୨. Bachelor; unmarried.
- ୩. ନିର୍ଲିପ୍ତ —୩. Indifferent; unconcerned.
- ୪. ମୁକ୍ତସଙ୍ଗ; ବୈରାଗୀ; ବିଷୟାସକ୍ତଶୂନ୍ୟ — ୪. Having renounced the world.
- ୫. ସମ୍ପତ୍ତିହୀନ —୫. Without property.
- ୬. ଯାହାର କେହି ପୋଷ୍ୟ ବା ପରିବାର ନାହିଁ — ୬. Having no family or dependent.