ନିଷ୍ପଲକ
ଦେଖଣା
ନିଷ୍ପଲକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନିର୍+ ପଲକ)
[ସମ୍ପାଦନା]- ୧. ଏକଦୃଷ୍ଟି — ୧. Fixed gaze.
ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ନିର୍+ପଲକ)
[ସମ୍ପାଦନା]ଏକଦୃଷ୍ଟି — ୧. Fixed gaze.
ସଂସ୍କୃତ - ବଣ (ବହୁବ୍ରୀହି+ପଲକ)
[ସମ୍ପାଦନା]- ୧. ନିର୍ନିମେଷ; ପଲକଶୂନ୍ୟ (ଦୃଷ୍ଟି) — ୧. Steady or fixed (gaze); winkless.
- ୨. ଅବିରତ —୨. Incessant; uninterrupted.