ନିଷ୍ପାଦନ
ଦେଖଣା
ନିଷ୍ପାଦନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନିର୍+ ପାଦି ଧାତୁ=ଗମନ କରାଇବା+ ଭାବ. ଅନ)
[ସମ୍ପାଦନା]- ୧. ନିଷ୍ପତ୍ତିକରଣ —୧. Settlement; deciding; award of a decision or decree.
- ୨. ସାଧନ; ସମ୍ପାଦନ; ନିର୍ବାହ —୨. Accomplishing; management.
- ୩. ସମାପନ —୩. Finishing; completing.
- ୪. ପ୍ରତିଜ୍ଞା ପୂରଣ —୪. Fulfiling of a promise or vow.
- ୫. ସୁବନ୍ଦୋବସ୍ତ କରିବା — ୫. Rugulating of a work.