Jump to content

ନିଷ୍ପାଦନୀୟ

ଉଇକିଅଭିଧାନ‌ରୁ

ନିଷ୍ପାଦନୀୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନିର୍+ ପାଦି ଧାତୁ+ କର୍ମ. ଅନୀୟ)

[ସମ୍ପାଦନା]

ନିଷ୍ପନ୍ନ ହେବାର ଯୋଗ୍ୟ; ସାଧନଯୋଗ୍ୟ —Accomplishable; cabable of being accomplished or brought about; to be decided or brought to a completion.