Jump to content

ନିଷ୍ପାଦିତ

ଉଇକିଅଭିଧାନ‌ରୁ

ନିଷ୍ପାଦିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -(ନିର୍+ ପାଦି ଧାତୁ+ କର୍ମ. ତ)

[ସମ୍ପାଦନା]
୧. ସମ୍ପାଦିତ; ନିର୍ବାହିତ —୧. Accomplished.
୨. ସମାପ୍ତ —୨. Brought to completion; finished; concluded.