ନିଷ୍ପି
ଦେଖଣା
ନିଷ୍ପି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ନିଷ୍ଫି—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଆରବୀ - ନିସ୍ଫ୍=ଅର୍ଦ୍ଧ)
[ସମ୍ପାଦନା]- ୧. ଅର୍ଦ୍ଧେକ — ୧. Half.
- ୨. ଯେଉଁ ଜମିରେ ପୁରା ଖଜଣାର ଅର୍ଦ୍ଧେକ ପରିମାଣରେ ଜମା ଧାର୍ଯ୍ୟ ହୋଇଅଛି —୨. A holding on which half of the full rent is assessed.
ଦେଶଜ - ବିଶେଷଣ -
[ସମ୍ପାଦନା]ପୂରା ଖଜଣାର ଅର୍ଦ୍ଧେକ ପରିମିତ ଖଜଣା ଧାର୍ଯ୍ୟ ହୋଇଥିବା (ଯୋତ) —(tenure) Assessed with half the full rent.