Jump to content

ନିଷ୍ପିଷ୍ଟ

ଉଇକିଅଭିଧାନ‌ରୁ

ନିଷ୍ପିଷ୍ଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନିର=ନିଃଶେଷରେ+ ପିଷ୍ ଧାତୁ= ଚୂର୍ଣ୍ଣ କରିବା+ କର୍ମ. ତ)

[ସମ୍ପାଦନା]
୧. ବିଚୂର୍ଣ୍ଣିତ —୧. Powdered; ground to dust; pulverised.
୨. ବିମର୍ଦ୍ଦିତ; ବିଦଳିତ — ୨. Pressed; trampled; crushed.
୩. ଘୃଷ୍ଟ —୩. Pounded; bruised.