Jump to content

ନିଷ୍ପେଷ

ଉଇକିଅଭିଧାନ‌ରୁ

ନିଷ୍ପେଷ

ଉଚ୍ଚାରଣ

[ସମ୍ପାଦନା]

ନିଷ୍ପିଷ୍ଟ, ନିଷ୍ପେଷିତବିଣ

(ନିଷ୍ପେଷଣ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ନିର୍+ ପିଷ୍ ଧାତୁ+ ଭାବ. ଅ)

[ସମ୍ପାଦନା]
୧. ଘର୍ଷଣ — ୧. Friction.
୨. ପେଷଣ; କାଟିବା — ୨. Rubbing; pressing; bruising.
୩. ଚୁରିବା; ଚୁର୍ଣ୍ଣନ — ୩. Pounding; grinding; pulverising.