Jump to content

ନିଷ୍ପେଷକ

ଉଇକିଅଭିଧାନ‌ରୁ

ନିଷ୍ପେଷକ

ଉଚ୍ଚାରଣ

[ସମ୍ପାଦନା]
(ନିଷ୍ପେଷିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ନିର୍+ ପିଷ୍ ଧାତୁ= ପେଷିବା+ କର୍ତ୍ତୃ. ଅକ)

[ସମ୍ପାଦନା]
୧. ଅତ୍ୟାଚାରୀ —୧. Oppressing.
୨. ଚୁର୍ଣ୍ଣକାରୀ —୨. Pounding.
୩. ବାଟୁଥିବା —୩. Bruis.