Jump to content

ନିଷ୍ପ୍ରତିଭ

ଉଇକିଅଭିଧାନ‌ରୁ

ନିଷ୍ପ୍ରତିଭ

ଉଚ୍ଚାରଣ

[ସମ୍ପାଦନା]
(ନିଷ୍ପ୍ରତିଭା—ସ୍ତ୍ରୀ) 

(ନିଷ୍ପ୍ରତିଭତା—ବି)

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ନିର୍+ ପ୍ରତିଭା)

[ସମ୍ପାଦନା]
୧. ପ୍ରଭାଶୂନ୍ୟ; ଦୀପ୍ତୀରହିତ — ୧. Destitute of rediance or splendour; lustreless; gloomy.
୨. ନିର୍ବୁଦ୍ଧି —୨. Stupid.
୩. ନିସ୍ତେଜ —୩. Dull.
୪. ଅସ୍ୱଚ୍ଛ —୪. Opaque.
୫. ପ୍ରତିଭାଶୂନ୍ୟ —୫. Having no talent or genius; untalented.
୬. ଅଜ୍ଞ; ମୂର୍ଖ —୬. Illiterate; ignorant.