Jump to content

ନିଷ୍ପ୍ରଦୀପ

ଉଇକିଅଭିଧାନ‌ରୁ

ନିଷ୍ପ୍ରଦୀପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍+ପ୍ରଦୀପ)

[ସମ୍ପାଦନା]
୧. ପ୍ରଦୀପହୀନ — ୧. Without a lamp, not lighted by a lamp.
୨. ଆଲୋକହୀନ; ଅନ୍ଧକାର — ୨. Dark; without a light.