Jump to content

ନିଷ୍ପ୍ରଭ

ଉଇକିଅଭିଧାନ‌ରୁ

ନିଷ୍ପ୍ରଭ

ଉଚ୍ଚାରଣ

[ସମ୍ପାଦନା]
(ନିଷ୍ପ୍ରଭା—ସ୍ତ୍ରୀ) 

(ନିଷ୍ପ୍ରଭତା—ବି)

  • (file)

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ନିର୍+ ପ୍ରଭା= ତେଜ)

[ସମ୍ପାଦନା]
୧. ପ୍ରଭା ବା ଦୀପ୍ତିହୀନ; ତେଜୋହୀନ — ୧. Deprived of splender or radiance.
୨. ନିଷ୍ପ୍ରତିଭ —୨. Dull; stupid.