Jump to content

ନିଷ୍ପ୍ରୟୋଜନ

ଉଇକିଅଭିଧାନ‌ରୁ

ନିଷ୍ପ୍ରୟୋଜନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ନିର୍+ ପ୍ରୟୋଜନ)

[ସମ୍ପାଦନା]
୧. ଅନର୍ଥକ; ଅକାରଣ —୧. Causeless froundless.
୨. ବ୍ୟର୍ଥ; ବୃଥା —୨. Serving no purpose needless; unnecessary; useless.
୩. ଉଦ୍ଦେଶ୍ୟ ହୀନ — ୩. Having no intention; aimless.