Jump to content

ନିଷ୍ଫଳ ହେବା

ଉଇକିଅଭିଧାନ‌ରୁ

ନିଷ୍ଫଳ ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ବିଫଳ ହେବା; ଫଳ ନ ଫଳିବା — ୧. To be abortive; not to bear any fruit.
୨. କୌଣସି ଫଳ ନ ପାଇବା — ୨. To get nothing in the long run.
୩. ବ୍ୟର୍ଥ ମନୋରଥ ହେବା — ୩. To fail in attaining one's wishes.
୪. ଅଭିପ୍ସିତ ଫଲ ଉତ୍ପାଦନ ନ କରିବା — ୪. Not to produce the desired result.
୫. ଅକୃତକାର୍ଯ୍ୟ ହେବା — ୫. To fail; not to succeed.