Jump to content

ନିଷ୍ୟନ୍ଦିତ

ଉଇକିଅଭିଧାନ‌ରୁ

ନିଷ୍ୟନ୍ଦିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନି+ ସ୍ୟନ୍ଦ୍ ଧାତୁ+ କର୍ତ୍ତୃ. ତ)

[ସମ୍ପାଦନା]
୧. କ୍ଷରିତ — ୧. Oozing; leaking.
୨. ବର୍ଷିତ —୨. Raining.
୩. ନିସ୍ୟନ୍ଦଯୁକ୍ତ; ଧାରାରେ ବହି ଯାଉଥିବା — ୩. Flowing down.