ନିସଖା
ନିରାଶ୍ରୟ; ବନ୍ଧୁହୀନ — Friendless; helpless.
ନିସଖା ହୋଇ ପାଣ୍ଡ ସୂତେ ତ ଅଛନ୍ତି, ତାହାଙ୍କୁ ଦେଖାଇବା ଆମ୍ଭେ ପ୍ରେତପତି—କୃଷ୍ଣସିଂହ, ମହାଭାରତ ବନ