Jump to content

ନିସଙ୍କୁଡ଼ି

ଉଇକିଅଭିଧାନ‌ରୁ

ନିସଙ୍କୁଡ଼ି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ନିସଙ୍ଖୁଡ଼ି—ଅନ୍ୟରୂପ)

(ସଙ୍କୁ[ଙ୍ଖୁ] ଡ଼ି—ବିପରୀତ)

ଦେଶଜ - ବିଶେଷଣ -(ସଂସ୍କୃତ - ନିର୍+ ସଂସ୍କୃତ ବା ସଙ୍କାର)

[ସମ୍ପାଦନା]

ଯାହା ସଙ୍କୁଡ଼ି ନୁହେଁ; ଯାହା ଜଳ ଓ ଲବଣଦ୍ୱାରା ପକ୍ୱ କରାଯାଇ ନାହିଁ —୧. (food) Which has not been boiled in water nor seasoned with salt.

୨. ଯାହା ଅଇଁଠା ନୁହେଁ — ୨. (food) Which has not been previously partaken of any one.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

(ଜଳ ପକ୍ୱ ଓ ଲବଣମିଶ୍ରିତ) ଅନ୍ନ ତରକାରି ଆଦି ଛଡ଼ା ଅନ୍ୟାନ୍ୟ (ଘୃତପକ୍ୱ) ମିଷ୍ଟାନ୍ନାଦି — Sweetmeats and food other than rice and curry boiled in water and seasoned into salt.

[ଦ୍ରଷ୍ଟବ୍ୟ —ଯେଉଁ ଖାଦ୍ୟ ଜଳରେ ପକ୍ୱ ହୋଇ ନ ଥାଏ ବା ଯହିଁରେ ଲୁଣ ମିଶା ଯାଇ ପାକ କରା ଯାଇ ଥାଏ ତାହା ସଙ୍କୁଡ଼ି (ଯଥା ଅନ୍ନ; ତିଅଣ; ଉତ୍ତରଭାରତରେ ରୁଟିକୁ ମଧ୍ୟ ସଙ୍ଖୁଡ଼ି କହନ୍ତି) ଓ ଯାହା ଘୃତପକ୍ୱ ହୋଇ ନ ଥାଏ କିମ୍ୱା ଜଳ ଓ ଲୁଣରେ ସିଦ୍ଧ ହୋଇ ନ ଥାଏ ତାହା ନିସଙ୍କୁଡ଼ି (ଯଥା ପୁରୀ, ମିଠାଇ) ଅଇଁଠା ଓ ସଙ୍ଖୁଡ଼ି ପୃଥକ୍ ଅଟେ ଉଚ୍ଛିଷ୍ଟ ଖାଦ୍ୟ ଦ୍ରବ୍ୟକୁ ଅଇଁଠା ବୋଲାଯାଏ]