ନିସଙ୍ଗ
ଦେଖଣା
ନିସଙ୍ଗ
ଉଚ୍ଚାରଣ
[ସମ୍ପାଦନା](ନିଃଷଙ୍ଗ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ନିର୍+ସଙ୍ଗ)
[ସମ୍ପାଦନା]- ୧. ସଙ୍ଗ ବା ଅନୂରାଗରାହିତ୍ୟ — ୧. Absence of attachment (M.W.)
- ୨. ଏକାଗ୍ରତା —୨. Entire concentration (M.W.)
ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍=ନାହିଁ+ସଙ୍ଗ)
[ସମ୍ପାଦନା]- ୧. ସଙ୍ଗରହିତ —୧. Without a companion.
- ୨. ସମ୍ପର୍କଶୂନ୍ୟ; ନିର୍ଲିପ୍ତ — ୨. Unattached; unconnected.
- ୩. ନିଃସ୍ୱାର୍ଥ —୩. Disinterested.
- ୪. ବିଷୟାନୂରାଗରହିତ; ଅନୂରାଗଶୂନ୍ୟ — ୪. Indifferent to woridly matters.
- ୫. ଏକାକୀ —୫. Solitary; alone; separate; single.
- ୬. ଅପ୍ରତିବନ୍ଧ; ବାଧାରହିତ —୬. Unobstructed.
- ୭. ସ୍ୱାଧୀନ ଭାବେ ବିଚରଣକାରୀ — ୭. Moving freely.