Jump to content

ନିସତ୍ୱ

ଉଇକିଅଭିଧାନ‌ରୁ

ନିସତ୍ୱ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ନିଃସତ୍ୱ)

[ସମ୍ପାଦନା]
୧. ସତ୍ୱ ବା ସାରହୀନ; ଅସାର — ୧. Marrowless; unsubstantial.

ଏ କୁଳେ ନାହିଁ ବଳହୀନ, ନିସତ୍ୱ କୃପଣ ଜୀବନ ଜଗନ୍ନାଥ, ଭାଗବତ

୨. (କଚିରିଆ) ସଂସ୍କୃତ - ନିଃସତ୍ୱ) ନିଃସତ୍ୱବାନ୍ (ଦେଖ) - ୨. Niḥsatwabān (See)