ନିସତ୍ୱବାନ୍
ଯାହାର କୌଣସି ସମ୍ପତ୍ତିରେ କିଛି ସ୍ୱତ୍ୱ ନଥାଏ — Having no proprietory right over a property.
[ଯଥା—ଆଜିଠାରୁ ଏ ବିକ୍ରି ସମ୍ପତ୍ତିରେ ଆମ୍ଭେ ନିସତ୍ୱବାନ୍ ଓ ବେଇଲାକାଦାର୍ ହେଲୁଁ (କବଲାର ସରେତ୍)]