Jump to content

ନିସନ୍ଧି

ଉଇକିଅଭିଧାନ‌ରୁ

ନିସନ୍ଧି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ନିଃସନ୍ଦି)

[ସମ୍ପାଦନା]
୧. ଯହିଁରେ ସନ୍ଧି ବା ବ୍ୟବଧାନ ନ ଥାଏ — ୧. Having no interstics.
୨. ଅଗଣ୍ଠିଆ —୨. Jointless; seamless.
୩. ଘନ; ସାନ୍ଦ୍ର —୩. Dense.
୪. ଯହିଁରେ ଆଦୌ ଛିଦ୍ର ନ ଥାଏ — ୪. Poreless; impervious.