ନିସର୍ଗ
ଦେଖଣା
ନିସର୍ଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନି=ନିଶ୍ଚୟ+ ସୃଜ୍ ଧାତୁ=ସୃଷ୍ଟି କରିବା+ ଭାବ. ଅ)
[ସମ୍ପାଦନା]- ୧. ସ୍ୱଭାବ; ପ୍ରକୃତି —୧. Nature.
- ୨. ସ୍ୱାଭାବିକ ଅବସ୍ଥା —୨. Natural condition.
- ୩. ସ୍ୱାଭାବିକ ଗୁଣ —୩. Natural property.
- ୪. ରୂପ —୪. Form; shape.
- ୫. ସୃଷ୍ଟି —୫. Creation.
- ୬. ତ୍ୟାଗ —୬. Abandonment; relinquishment.
- ୭. ବଦଳ; ବଦଳା ବଦଳି —୭. Barter; exchange.