ନିସାଖା
ଦେଖଣା
ନିସାଖା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. (ସଂସ୍କୃତ - ନିଃସହାୟ)—ନିଃସହାୟ; ଅସହାୟ — ୧. Helpless; shelterless.
- ୨. (ସଂସ୍କୃତ - ନିଃସଖ)—ବନ୍ଧୁହୀନ — Friendless.
- ୩. ନିରାଶ୍ରୟ —୩. Supportless.
- ୪. (ସଂସ୍କୃତ - ନିଃଶାଖ) ଶାଖାହୀନ (ବୃକ୍ଷ ବା କାଣ୍ଡ) — ୪. Branchless (tree or trunk).
- ୫. ଉପାୟାନ୍ତରହୀନ —୫. Resourceless.