Jump to content

ନିସୂଦନ

ଉଇକିଅଭିଧାନ‌ରୁ

ନିସୂଦନ

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (ନି+ ସୂଦ୍ ଧାତୁ= ବଧ କରିବା+ ଭାବ. ଅନ)

ବଧ; ମାରଣ —KIlling; slaughter.

ସଂସ୍କୃତ - ବିଶେଷଣ - (ନି+ ସୂଦ୍ ଧାତୁ+ କର୍ତ୍ତୃ. ଅନ)

[ସମ୍ପାଦନା]

ବଧକାରକ; ବଧକାରୀ —Killing, slaying.

(ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ—ଯଥା—କଂସନିସୂଦନ)