Jump to content

ନିସୃଷ୍ଟ

ଉଇକିଅଭିଧାନ‌ରୁ

ନିସୃଷ୍ଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନି+ ସୃଜ୍ ଧାତୁ= ସୃଷ୍ଟି କରିବା, ତ୍ୟାଗ କରିବା + କର୍ମ. ତ)

[ସମ୍ପାଦନା]
୧. ଦତ୍ତ; ଅର୍ପିତ — ୧. Bestowed; given.
୨. ନ୍ୟସ୍ତ —୨. Deposited; entrusted.
୩. ସମର୍ପିତ —୩. Delivered.
୪. ପ୍ରେରିତ —୪. Sent; commissioned.
୫. ମଧ୍ୟସ୍ଥ —୫. Standing between; intermediate; acting as an intermediary.
୬. ତ୍ୟକ୍ତ —୬. Abandoned.