ନିସୃଷ୍ଟାର୍ଥ
ଦେଖଣା
ନିସୃଷ୍ଟାର୍ଥ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ପୁଂ—(ବହୁବ୍ରୀହି; ନିସୃଷ୍ଟ = ପ୍ରେରିତ ହୋଇଅଛି; ଅର୍ଥ=ଅଭିପ୍ରାୟ ଯାହାଦ୍ୱାରା)
[ସମ୍ପାଦନା]- ୧. ଉତ୍ତମଦୂତ; ଯେଉଁ ଦୂତ ପ୍ରେରକ ଓ ଯାହାଙ୍କ ନିକଟକୁ ପ୍ରେରିତ ହୋଇ ଅଛି, ଏହି ଭଭୟଙ୍କ ଅଭିପ୍ରାୟ ବୁଝି ସ୍ୱୟଂ ଉତ୍ତର ଦାନରେ ସମର୍ଥ —୧. Ambassador; envoy, a messenger who is able to answer all questions put to him, by understanding the intention of both parties.
- ୨. ମେନେଜର; କର୍ମାଧ୍ୟକ୍ଷ; ଧନର ଆୟବ୍ୟୟ, କୃଷ୍ଣି ଓ ବାଣିଜ୍ୟାଦି ବିଷୟ ତନଖିବା କର୍ମଚାରୀ —୨. Manager.
- ୩. ଧୀରା; ସ୍ଥିରମତି, ଶୂର ଓ ସ୍ୱାମିକାର୍ଯ୍ୟବିଧାୟକ ଓ ସ୍ୱପୌରୁଷପ୍ରକାଶୀ ଭୃତ୍ୟ ବା ଏଜେଣ୍ଟ୍ — ୩. A servant who is calm, steady, brave and loyal to his employer; a very able agent.