Jump to content

ନିସୋର

ଉଇକିଅଭିଧାନ‌ରୁ

ନିସୋର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଣ—(ସଂସ୍କୃତ - ନିଃସ୍ୱର)

[ସମ୍ପାଦନା]

ନିଃଶବ୍ଦ — Calm and quiet.

ଅଧରାତି ବେଳେ ଗ୍ରାମ ନିସୋର ହେବାରେ ସେମାନଙ୍କୁ ଡାକଆଣି ପୂଜାକଲି— ଫକୀରମୋହନ ଛମାଣଆଠଗୁଣ୍ଠ