Jump to content

ନିସ୍କାଞ୍ଚନ

ଉଇକିଅଭିଧାନ‌ରୁ

ନିସ୍କାଞ୍ଚନ

ଉଚ୍ଚାରଣ

[ସମ୍ପାଦନା]

=== ଦେଶଜ - ବିଣ—(ସଂସ୍କୃତ - ନିଷ୍କିଞ୍ଚନ)

ନିର୍ଲିପ୍ତ — Indifferent.

ନିସ୍କିଞ୍ଚନ ଯେ ଅତ୍ମାରାମ ଏମନ୍ତ ଯେଉଁ ମୁନି ଜନ ମୋକ୍ଷ ନିମନ୍ତେ ସେହି ଧର୍ମ କରନ୍ତି ନିତ୍ୟେ ଉପାସନ ଜଗନ୍ନାଥ, ଭାଗବତ