Jump to content

ନିସ୍ତନ୍ଦ୍ର

ଉଇକିଅଭିଧାନ‌ରୁ

ନିସ୍ତନ୍ଦ୍ର

ଉଚ୍ଚାରଣ

[ସମ୍ପାଦନା]
(ନିସ୍ତନ୍ଦ୍ରା—ସ୍ତ୍ରୀ) 

(ନିସ୍ତନ୍ଦ୍ରତା—ବି)

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ନିର୍+ତନ୍ଦ୍ରା)

[ସମ୍ପାଦନା]
୧. ଅତନ୍ଦ୍ରିତ; ଆନିଦ୍ର —୧. Sleepless.
୨. ଅନଳସ —୨. Vigilant; diligent.
୩. ବଳବାନ୍ (ହିନ୍ଦୀ - ଶ.) —୩. Strong.