ନିସ୍ତବ୍ଧ
ଦେଖଣା
ନିସ୍ତବ୍ଧ
ଉଚ୍ଚାରଣ
[ସମ୍ପାଦନା](ନିସ୍ତବ୍ଧତାmdash;ବି)
ସଂସ୍କୃତ - ବିଶେଷଣ - (ନି+ସ୍ତନ୍ଭ ଧାତୁ=ସ୍ଥିର ହେବା+କର୍ତ୍ତୃ. ତ)
[ସମ୍ପାଦନା]- ୧. ନିସ୍ପନ୍ଦ; ନିଶ୍ଚଳ — ୧. Motionless; still; fixed.
- ୨. ଜଡ଼ବତ୍; ଚଳତ୍ଶକ୍ତି ରହିତ — ୨. Paralysed; numbed.
- ୩. ନୀରବ; ନିଃଶବ୍ଦ —୩. Silent; still.
- ୪. ସ୍ତମ୍ଭିତ —୪. Benumbed; stopped.
- ୫. ଲାଠି ଲାଠି ହୋଇଥିବା —୫. Stiffened.