ନିସ୍ତରଙ୍ଗ
(ନିସ୍ତରଙ୍ଗା—ସ୍ତ୍ରୀ)
ତରଙ୍ଗହୀନ — Waveless.
ନିସ୍ତରଙ୍ଗ ହ୍ରଦପରି ଗମ୍ଭୀର ମୁରତି 'ନ୍ୟାୟଦେବ'— ରାଧାନାଥ, ମହାଯାତ୍ରା