ନିସ୍ତରଣ
ଦେଖଣା
ନିସ୍ତରଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -(ନିର୍+ତୃ ଧାତୁ=ପାର ହେବା+ଭାର. ଅନ)
[ସମ୍ପାଦନା]- ୧. ପାର ହେବା; ଉତୁରିବା —୧. Crossing.
- ୨. ଉଦ୍ଧାର —୨. Deliveraṅce; rescue.
- ୩. ମୁକ୍ତି —୩. Liberation.; salvation.
- ୪. ନିର୍ଗମନ —୪. Outlet.
- ୫. ସିଦ୍ଧି —୫. Success.
- ୬. ରକ୍ଷା —୬. Preservation.
- ୭. (ନିର୍+ତୃ ଧାତୁ=ପାର ହେବା+କରଣ. ଅନ)— କାର୍ଯ୍ୟ ସିଦ୍ଧିର ଉପାୟ —୭. Expedient means for attaining the end.