Jump to content

ନିସ୍ତରିବା

ଉଇକିଅଭିଧାନ‌ରୁ

ନିସ୍ତରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.—(ନିର୍+ତୃ ଧାତୁ)

[ସମ୍ପାଦନା]
୧. ପାର ହେବା — ୧. To cross over.

ଏ କଥା ଏକମନେ ଶୁଣି, ନିସ୍ତର ଦୁଃଖ ତରଙ୍ଗିଣୀ ଜଗନ୍ନାଥ , ଭାଗବତ

୨. ଉଦ୍ଧାର ପାଇବା —୨. To be delivered.
୩. ମୁକ୍ତି ପାଇବା —୩. To be liberated.
୪. ମୋକ୍ଷଗତି ପ୍ରାପ୍ତ ହେବା — ୪. To attain salvation.

କି କରିବି କାହିଁ ଯିବିଶେଷ୍ୟ - କେମନ୍ତେ ହେ ନିସ୍ତରିବି ମଧୁସୂଦନ. ସଙ୍ଗୀତମାଳା